BREAKING
Loading...
:

ମହିଳାଙ୍କ ଇଛା ବିରୋଧରେ ତାଙ୍କୁ ମା' ହେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ଗର୍ଭପାତକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ...

 ମହିଳାଙ୍କ ଇଛା ବିରୋଧରେ ତାଙ୍କୁ ମା' ହେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ଗର୍ଭପାତକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ...

ମହିଳାଙ୍କ ଇଛା ବିରୋଧରେ ତାଙ୍କୁ ମା' ହେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ। ମହିଳାଙ୍କ ପ୍ରଜନନ ଅଧିକାରକୁ ନେଇ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏକ ଐତିହାସିକ ରାୟରେ,ସୁପ୍ରିମକୋର୍ଟ ଜଣେ ମହିଳାଙ୍କ ପ୍ରଜନନ ଅଧିକାର ଏବଂ ସ୍ବାଧିନତାକୁ ଗୁରୁତ୍ବ ଦେଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS