ନୂଆବର୍ଷରେ ରାଜ୍ୟରେ ବରିଷ୍ଠ IAS ସ୍ତରରେ ବଡ଼ଧରଣ ଅଦଳବଦଳ
ରାଜସ୍ୱ ପରିଷଦର ସଦସ୍ୟ ହେଲେ ସତ୍ୟବ୍ରତ ସାହୁ
ଅନୁ ଗର୍ଗଙ୍କ ସ୍ଥାନରେ ଉନ୍ନୟନ କମିଶନର ହେଲେ ଦେଓରଞ୍ଜନ କୁମାର ସିଂ
ଗୃହ ବିଭାଗର ACS ଭାବେ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ
ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ
ଭାସ୍କରଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ
ରାଜେଶ ପ୍ରଭାକର ପାଟିଲଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱ
OSDMAର ପରିଚାଳନା ନିର୍ଦ୍ଦେଶକ ଭାବେ ରାଜେଶ ଅତିରିକ୍ତ ଦାୟିତ୍ବ
ନୟାଗଡ଼ ଜିଲ୍ଲାପାଳ ହେଲେ ମଧୁସ୍ମିତା ରଥ
ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଦାୟିତ୍ବ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment