BREAKING
Loading...
:

ଲୋକେ କହିଲେ ଆମେ ବିଶ୍ବାସ କରୁଛୁ; EVM ଉପ‌ରେ ପ୍ରଶ୍ନ ଉଠାଇଥିବା ରାହୁଲଙ୍କୁ ମିଳିଲା କଡ଼ା ଜବାବ

 ଲୋକେ କହିଲେ ଆମେ ବିଶ୍ବାସ କରୁଛୁ; EVM ଉପ‌ରେ ପ୍ରଶ୍ନ ଉଠାଇଥିବା ରାହୁଲଙ୍କୁ ମିଳିଲା କଡ଼ା ଜବାବ



ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଉପରେ ଦୃଢ଼ ବିଶ୍ୱାସ ପ୍ରକାଶ କଲେ ଜନସାଧାରଣ।୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକର କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ସର୍ଭେ ଫଳାଫଳ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛି। ଭାରତୀୟ ଜନତା ପାର୍ଟି (BJP) ଉପରେ ଭୋଟତ ଚୋରି କରୁଥିବାର ଅଭିଯୋଗ କରିଆସୁଥିଲେ ରାହୁଲ। ଇଭିଏମରେ ହେରଫେର କରି ବିଜେପି କ୍ଷମତାକୁ ଆସୁଥିବା ଦାବି କରିଥିଲେ କଂଗ୍ରେସ ନେତା। ଏବେ ଲୋକେ EVM ଉପରେ ଭରସା କରୁଛନ୍ତି କି ନାହିଁ ସେନେଇ ସର୍ଭେ କରାଯାଇଛି।


ଏହି ସର୍ଭେରେ, ୮୩.୬୧% ଲୋକ କହିଛନ୍ତି ଯେ, ସେମାନେ EVMକୁ ନିର୍ଭରଯୋଗ୍ୟ ବୋଲି ଭାବନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS