BREAKING
Loading...
:

ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା

 



ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା

ବୁଲେଟକୁ ପିଟିଲା ଥାର୍‌, ଜଣେ ମୃତ

କ୍ୟାପିଟାଲ ହସ୍ପିଟାଲ ଛକରେ ଦୁର୍ଘଟଣା

ଥାର୍‌ ଚକା ତଳେ ପଶି ଯୁବକଙ୍କ ମୃତ୍ୟୁ

ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ

ମୃତକ ହେଲେ ଓଲ୍‌ଡଟାଉନର ରାଜା ପେଦିନି

ଥାର୍‌ ଓ ବୁଲେଟକୁ ଜବତ କରିଛି ପୋଲିସ

-ଫେରାର୍‌ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ତଦନ୍ତ ଆରମ୍ଭ 

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS