ନବୀନ ନିବାସରେ କଳିକେଶ-
ନବୀନ ନିବାସରେ କଳିକେଶ ନାରାୟଣ ସିଂହଦେଓ*
କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା*
କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ହେଉଥିଲା ଚର୍ଚ୍ଚା,
ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ କରିଥିଲେ ସୁପାରିସ*
ନବୀନ ନିବାସରେ ଉପସ୍ଥିତ ଅଛନ୍ତି ପ୍ରତାପ ଜେନା ଓ ଦେବୀ ମିଶ୍ର*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment