BREAKING
Loading...
:

ଆଉ ନାହାନ୍ତି ଇଶ୍ବର ମିଶ୍ର

 ଆଉ ନାହାନ୍ତି ଇଶ୍ବର ମିଶ୍ର 



ସାଇ ସତ୍ୟ ନିୟୁଜ ର ଯୋନରାଲ ହେଡ଼ ଅଜିତ କୁମାର ଦାଶ ଙ୍କ ଶଶୁର ଈଶ୍ୱର ଚନ୍ଦ୍ର ମିଶ୍ର ବେଦପୁର ଗୋପ ପୁରୀ ଆଜି ସକାଳ, ୪ ଘଟିକା ସକାଳୁ ଦେହାନ୍ତ ହୋଇ ଯାଇ ଅଛି ।  ବେଦପୁର ଗ୍ରାମର କୁନୀଆ ମିଶ୍ର. ହୁକୁନା ମିଶ୍ର. କୁନା କକେଇ.ଧନୁ ମିଶ୍ର. ନରି ମିଶ୍ର.ନାରୁ ମିଶ୍ର. ସନ୍ତୋଷ ମିଶ୍ର. ଓ ଧଡ଼ିଆ ଓ ପ୍ରଶାନ୍ତ ସମସ୍ତେ ମିଶି ପୁରୀ ସ୍ୱର୍ଗ ଦ୍ୱାର ନେଇ ଦାହ ସଂସ୍କାର କରି ସମସ୍ତେ ଆସି ଥିଲେ । ସେ ବେଦପୁର ମା ଖଡ୍ଗଗେଶ୍ବରି ର ଜଣେ ଟାଣୁଆ ସଦସ୍ୟ ଥିଲେ । ବେଦପୁର ରେ ଶୋକ ର ଛାୟା ଖେଳି ଯାଇଛି । ସେ ଜଣେ ପରୋପକାରୀ ସ୍ନେହୀ ବ୍ୟକ୍ତି ଥିଲେ । 

ମଣିଭଦ୍ରା ଖବର,

Post a Comment

Previous Post Next Post
Header ADS