ଜବର ଦଖଲ ନେଇ ବର୍ଷିଲେ ହାଇକୋର୍ଟ : ତୁରନ୍ତ ଜବର ଦଖଲ ହଟାଅ
ରାଜ୍ୟରେ ଜବର ଦଖଲ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି । ଜବର ଦଖଲକାରୀଙ୍କ ପାଇଁ କେବଳ ରାଜ୍ୟ ନୁହେଁ, ଦେଶର ଅଗ୍ରଗତିରେ ବାଧା ସୃଷ୍ଟି ହେଉଛି । ତେଣୁ କୌଣସି ପରିସ୍ଥିତିରେ ଜବର ଦଖଲକାରୀଙ୍କ ପ୍ରତି ଦୟା ଦେଖାଇବା ଆବଶ୍ୟକ ନାହିଁ । ଜବର ଦଖଲକୁ ନେଇ ରୁଜୁ ଏକ ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ଏହା ମତବ୍ୟକ୍ତ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق