BREAKING
Loading...
:

୨୮ ଓ ୨୯ ତାରିଖରେ ବର୍ଷା ପାଇଁ ନୟାଗଡ ଜିଲ୍ଲାର ସବୁ ସ୍କୁଲ ଏବଂ ଅଙ୍ଗନବାଡ଼ି ବନ୍ଦ

 ୨୮ ଓ ୨୯ ତାରିଖରେ ବର୍ଷା ପାଇଁ ନୟାଗଡ ଜିଲ୍ଲାର ସବୁ ସ୍କୁଲ ଏବଂ ଅଙ୍ଗନବାଡ଼ି ବନ୍ଦ


ନୟାଗଡ (ମଣିଭଦ୍ରା ଖବର) ବାତ୍ୟା ମୋନ୍ଥା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ନିର୍ଦେଶ ଦେଇଛନ୍ତି । ଏ ନେଇ ସମସ୍ତ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ତେବେ ସ୍କୁଲ ବନ୍ଦ ହେଲେ ମଧ୍ୟ ଶିକ୍ଷକ ମାନେ ବିଦ୍ୟାଳୟକୁ ଯିବେ । 

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS