19 ଲକ୍ଷ ଟଙ୍କା ର ଫୂଡ଼ କୋର୍ଟ ଖତ ହୋଇ ଜଙ୍ଗଲ ପାଲଟିବାରେ ବସିଛି..
ଗଞ୍ଜାମ ଖଲ୍ଲିକୋଟ ବସଷ୍ଟାଣ୍ଟ ନିକଟ ବାବା ବରlଳୟ ବାଲୁକେଶ୍ୱର ମନ୍ଦିର ନିକଟ ରେ ଥିବା ଆଜିକୁ ପ୍ରାୟ 3ବର୍ଷ ହେବ ଏକ ଫୂଡ଼ କୋର୍ଟ ନିର୍ମାଣ ହୋଇଛି କିନ୍ତୁ ଏହା ଲୋକ ମାନଙ୍କ କାର୍ଯ୍ୟକରି ହୋଇପାରୁନି l
ଆଜିକୁ 3 ବର୍ଷ ପୂର୍ବେ ଏହିଯାଗା ରେ କିଛି ଛୋଟ ଵେବସାଇ ଠେଲା ଦୋକାନ ପକାଇ ଚା ଓ ଜଳଖିଆ ଵେବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ବଡ ଦୁଃଖର ବିଶୟ ଖଲ୍ଲିକୋଟ ବିଜ୍ଞନପିତ ଅଞ୍ଚଳ ପରିଷଦ ତରଫରୁ ସେମାନଙ୍କୁ ଉଠାଇ 19 ଲକ୍ଷ୍ୟ ଟଙ୍କା ର ଫୂଡ଼ କୋର୍ଟ ନିର୍ମାଣ କରାଯାଇଥିଲା କିନ୍ତୁ ଏହି ଫୂଡ଼ କୋର୍ଟ 3 ବର୍ଷ ହେଲା କୌଣସି କାର୍ଯ୍ୟ କରି ହୋଇପାରୁନି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏଠି ଭୁତ କୋଠି ପାଲଟିଛି l କଣ ହେଇଚି ଆର ରହସ୍ୟ କଣ କଣ ପାଇଁ ଶୁଭ ଆରମ୍ବ ହୋଇପାରୁନି ଏହାଉପରେ ସରକାରଙ୍କ ଶୁଭଦୁଷ୍ଟି ପଡିଲେ ଖଲ୍ଲିକୋଟ ଜନ ସାଧାରଣ ଉପକୃତ ହେବେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment