ଆଜି ବ୍ରହ୍ମପୁର ମଣ୍ଡଳ କାରାଗାର ରୁ ଜାମିନ ରେ ବାହାରିଲେ ଏସ ଆଇ ପରୀକ୍ଷା ସ୍କାମରେ ଗିରଫ ହୋଇଥିବା 114ଜଣ ମିଳିଲା ଜାମିନ, 50ହଜାର ସହ 2ଜଣ ଜାମିନଦାର ଙ୍କ ମୁଚାଲିକା ରେ ମିଳିଛି ଜାମିନ, ସମସ୍ତେ ବିଜୟୱାଡ଼ା ଯାଉଥିବା ବେଳେ ପୁଲିସ ଗିରଫ କରିଥିଲା, ଜାମିନ ପ୍ରଦାନ କଲେ ବ୍ରହ୍ମପୁର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق