*ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ଗ୍ରାମ ର ଏକ ବନ୍ଦ ଘରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ କୁ ଉଦ୍ଧାର କରିଛି ପୋଲିସ ପ୍ରଶାସନ । ମୃତ କଲେଜ ଛାତ୍ରୀ ଜଣକ କବିସୂର୍ଯ୍ୟନଗର ଥାନା ବାଲିଛାଇ ଗ୍ରାମ ର ସୋନାଲି ବେହେରା ବୋଲି ଜଣାପଡିଥିବା ବେଳେ ସକାଳେ ସେ କଲେଜ ଯାଉଥିବା କହି ଘରୁ ବାହାରିଥିଲେ । ତେବେ ମୃତର ଅସଲ କାରଣ ଅସ୍ପଷ୍ଟ ଥିବା ବେଳେ ନିଜ ପୁରୁଷ ବନ୍ଧୁଙ୍କ ଘରୁ ଯୁବତୀଙ୍କ ମୃତ ଦେହ ମିଳିଛି ଓ ହତ୍ୟା କରାଯାଇଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ଯ ଘଟଣାରେ ଜଣେ ଯୁବକ କୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق