BREAKING
Loading...
:

ସ୍ୱଚ୍ଛତା କୁ ଅଣଦେଖା କରୁଛନ୍ତି ଘରୋଇ ଠିକା ସଂସ୍ଥା

 



ବ୍ରହ୍ମପୁର ପୌରସଂସ୍ଥା ଗଠନର  ୧୫୮ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା  ସ୍ୱାୟତ ଶାସନ ଦିବସ ଅବସରରେ  ମହାନଗର ନିଗମ ପାଳନ କରିବାକୁ ଯାଉଛି ସ୍ୱତନ୍ତ୍ର  ଉତ୍ସବ । ଯାହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଗୋଟିଏ ପଟେ ବ୍ରହ୍ମପୁର ସହରକୁ ସ୍ୱଚ୍ଛତା ଆଣିବା ଦିଗରେ ଲାଗିପଡ଼ିଛି ମହାନଗର ନିଗମ। ଅନ୍ୟ ପଟେ ସ୍ୱଚ୍ଛତା କୁ ଅଣଦେଖା କରୁଛନ୍ତି ଘରୋଇ ଠିକା ସଂସ୍ଥା। ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜ୍ଜନା ପଡ଼ୁଥିବା ଦେଖିବାକୁ ମିଳିଛି।ଯାହାକୁ ନେଇ ଏବେ ସହରରେ ଚର୍ଚ୍ଚା ବିଷୟ ପାଲଟିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS