BREAKING
Loading...
:

ଗୋଆରେ_କବିସୂର୍ଯ୍ୟନଗର_ବିଧାୟକଙ୍କ_ବେଆଇନ୍_କୋଠା

 *#ଗୋଆରେ_କବିସୂର୍ଯ୍ୟନଗର_ବିଧାୟକଙ୍କ_ବେଆଇନ୍_କୋଠା*



ଗଞ୍ଜାମ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକଙ୍କ ବିରୋଧରେ ସଙ୍ଗିନୀ ଅଭିଯୋଗ। ଗୋଆ ସହର ପାଖ ଭେରେନା ପଞ୍ଚାୟତରେ ବେଆଇନ ଭାବେ ପାଞ୍ଚ ମହଲା ଘର ନିର୍ମାଣ କରି, ଏହି କୋଠାରେ ବିଧାୟକ ୪୦୦ ଶ୍ରମିକଙ୍କୁ ରଖି ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରାଇ କମିଶନ ନେଉଥିବା ଅଭିଯୋଗ ହୋଇଛି। ଗଞ୍ଜାମ କୋଦଳାରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ଏହି ବେଆଇନ୍ ଘରକୁ ଭାଙ୍ଗିବା ପାଇଁ ଗୋଆ ମାର୍ଗାଓ ଜିଲ୍ଲା ସାଲକେଟ୍ ଅତିରିକ୍ତ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS