BREAKING
Loading...
:

ବ୍ରହ୍ମପୁର,ମାଇ ସ୍କୁଲ ଇଟାଲୀ ଫୋଉଣ୍ଡେସନ ଇନ୍ନୋତିଭ ଇଣ୍ଡିଆନ ସ୍କୁଲ ଆୱାର୍ଡ 2025 ପ୍ରଦାନ କରାଯାଇଛି




 ବ୍ରହ୍ମପୁର,ମାଇ ସ୍କୁଲ ଇଟାଲୀ ଫୋଉଣ୍ଡେସନ ଇନ୍ନୋତିଭ ଇଣ୍ଡିଆନ ସ୍କୁଲ ଆୱାର୍ଡ 2025 ପ୍ରଦାନ କରାଯାଇଛି, ଯାହାକି  ନୂତନ ଦିଗ ଆଣିଥିବା ପାଇଁ ମିଳିଛି। ଏହି ପୁରସ୍କାର ସମାରୋହର ଆୟୋଜନ ଶ୍ରୀ ଜୟେଶ୍ ଭଟ୍ ଓ ମିସ ମହିମା ଜେନ୍ କରିଥିଲେ।


2016 ରେ ସ୍ଥାପିତ ମାଇ ସ୍କୁଲ ଇଟାଲି ବିଶ୍ୱଶିକ୍ଷା ପ୍ରଣାଳୀ ଉପରେ ବିସ୍ତୃତ ଗବେଷଣା କରି,  ରେକ୍ଟା ପ୍ରଣାଳୀକୁ ଆଗକୁ ଆଣିଛି। ଏହାର ଶିଶୁମାନଙ୍କୁ କେନ୍ଦ୍ରବିନ୍ଦୁରେ ରଖି, ପରିବାର ଓ ସ୍ଥାନୀୟ ସମାଜ ସହିତ ସମ୍ମିଳିତ ଭାବେ କାର୍ଯ୍ୟ କରେ।  ସହଭାଗୀତାରେ, ସ୍କୁଲ୍‌ଟି  ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସଙ୍କଳ୍ପବଦ୍ଧ।


ସ୍କୁଲ୍‌ର ଏକ ବିଶେଷ ଆକର୍ଷଣ ଚିନ୍ମୟୀ ବିଜନ ର ଅନୁସ୍ଥାପନ, ଯାହାରେ ଶିକ୍ଷକମାନେ ସତ୍ୟ  ଭାବେ ପ୍ରସ୍ତୁତ ହୋନ୍ତି। ଏହି ପ୍ରୋଗ୍ରାମ୍ ୫ଟି ପାୟାଦଣ୍ଡ ଉପରେ ଆଧାରିତ —  (ଶାରୀରିକ, ମାନସିକ, ବୁଦ୍ଧିମତାମୂଳକ, ଆଧ୍ୟାତ୍ମିକ), 

ଡିରେକଟର ଶ୍ରୀମତୀ ଉଷାରାଣୀ ପାଢିଙ୍କ ନେତୃତ୍ୱରେ ଓ ସି ସି ମ ଟି ଏଦୁକେସନ ର ବିଶେଷଜ୍ଞମାନଙ୍କ ସହଯୋଗରେ, ମାଇ ସ୍କୁଲ ଡେଭେଲପମେଣ୍ଟ ରେ ଏକ ଦୃଢ଼ ପଥପ୍ରଦର୍ଶକ ଭାବେ ପରିଚିତ ହୋଇଉଠିଛି, ଯେଉଁଠି ଶିଶୁମାନେ କେବଳ ଜ୍ଞାନୀ ନୁହେଁ, ବରଂ ଦାୟିତ୍ୱପରାୟଣ ଓ ମୂଲ୍ୟମୂଳକ ନାଗରିକ ଭାବେ ଗଢ଼ିଉଠନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS