BREAKING
Loading...
:

ସୋର ଅବକାରୀ ବିଭାଗ ର ବଡ ସଫଳତା. ଗୋଡେଇ ଗୋଡେଇ ଧରିଲେ ଏକ ପିକଅପ ସହ 2000ଲିଟର ଦେଶୀ ମଦ

 ସୋର ଅବକାରୀ ବିଭାଗ ର ବଡ ସଫଳତା. ଗୋଡେଇ ଗୋଡେଇ ଧରିଲେ ଏକ ପିକଅପ ସହ 2000ଲିଟର ଦେଶୀ ମଦ 



 ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା. ଫଟାଅର୍ଜୁନ ନିକଟରୁ ଏକ ପିକଅପ ଯାହାର ନମ୍ବର ହେଲା OR01N. 1943 ଜବତ କରିବା ସଂଗେ ସଂଗେ ଚୋରା ମଦ ବେପାରୀ ପୂର୍ଣଚନ୍ଦ୍ର ସିଂ ଗିରଫ କରିବାରେ ସଫଳ ହୋଇଛି ଏବଂ ଏହି ପିକଅପ ରେ ଥିବା ଚୋରା ଦେଶୀ ମଦ 2000ଲିଟର ଜବତ କରି ଆସାମୀ ପୂର୍ଣଚନ୍ଦ୍ର ସିଂ କୁ ଗିରଫ କରି କୋର୍ଟ ଚାଲାଣ କରିଛି. କେଶ ନମ୍ବର ହେଲା 138/25.26.ଏହି ଚଢ଼ାଉ ବେଳେ ଅବକାରୀ ଅଧିକାରୀ ଶ୍ରୀ ସୁରଜ କୁମାର ଟୀଗା, ଶ୍ରୀ ବସନ୍ତ କୁମାର ବାରିକ, ଶ୍ରୀ ଶଶୀ କୁମାର ସାହୁ ଏବଂ କାଜଲ ପ୍ରିୟଦର୍ଶୀ ଅଂଶ ଗ୍ରହଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS