କୋରାପୁଟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକତା ଦ୍ୱାରା ଆଦିବାସୀ ଙ୍କ ବିଷୟ ରେ ଶିକ୍ଷକ ଙ୍କୁ ନେଇ କର୍ମଶlଳା ଅନୁଷ୍ଠିତ l
ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକତା ଦ୍ୱାରା ସ୍ଥାନୀୟ ଦକ୍ଷତା ତାଲିମ କେନ୍ଦ୍ର ଠାରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ଏକ ଦୀନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସଂସ୍ଥା ର ଆବାହକ ଜଗନ୍ନାଥ ମିଶ୍ର ଙ୍କ ଆବାହକ ରେ ଅନୁଷ୍ଠିତ ଏହି କର୍ମଶାଳା ରେ ବରିଷ୍ଠ ସାମ୍ବାଦିକ ସି ଏଚ ସାନ୍ତାକାର ମୂଖ୍ୟ ଅତିଥିଭାବେ ଯୋଗଦେଇ ଏହି କର୍ମଶାଳା କୁ ଉଦଘାଟନ କରିଥିଲେ ଓ ଏହି କାଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l କୋରାପୁଟ ଏକ ଆଦିବାସୀ ଅଞ୍ଚଳ ଅଟେ ସେମାନଙ୍କ ର ଶିକ୍ଷା ସମlଜିକଚାଲି ଚଳଣି ଓ କଳା ସଂକୃତି ଉପରେ ଆଜିର ପିଲାମାନେ ଜାଣିବା ଉଚିତ ବୋଲି କହିବା ସହ ଏଥିପାଇଁ ବିଦ୍ୟାଳୟ ମlଧ୍ୟ୍ୟମ ରେ ଶିକ୍ଷକମାନେ ପିଲାଙ୍କ ମନରେ ଜ୍ଞାନ ଆହାରୋଣ କରିପାରିବେ ବୋଲି କହିଥିଲେ l ଆଜିର ଏହି କର୍ମଶାଳା ରେ ସଂସ୍ଥା ର ସମସ୍ତ ସଦସ୍ୟ ସମେତ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق