BREAKING
Loading...
:

ଖଣ୍ଡପଡ଼ା ସହର ରେ ଚାରା ବିକ୍ରୟ କେନ୍ଦ୍ର ଉଦ୍ ଘାଟିତ

 ଖଣ୍ଡପଡ଼ା ସହର ରେ ଚାରା ବିକ୍ରୟ କେନ୍ଦ୍ର ଉଦ୍ ଘାଟିତ



ଖଣ୍ଡପଡ଼ା,୨/୭( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ବନାଞ୍ଚଳ ଅଧୀକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାରାବିକ୍ରି କେନ୍ଦ୍ର  ବୁଧବାର ଦିନ ଉଦଘାଟନ ହୋଇଯାଇଛି।ସମସ୍ତ ଜନସାଧାରଣ ଙ୍କ ପାଇଁ

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ

ବନ ବିଭାଗ ଦ୍ବାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜରିଆରେ

ଖଣ୍ଡପଡ଼ା ଅଞ୍ଚଳ ବାସି ଙ୍କୁ ବନବିଭାଗ ପକ୍ଷରୁ ସୁଲଭମୂଲ୍ୟରେ ବିଭିନ୍ନ କିସମର ଚାରା ରୋପଣ ପାଇଁ

ଯୋଗାଣକେନ୍ଦ୍ର ଖୋଲାଯାଇଛି।

ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ସରକାରୀ ବନ ସଂରକ୍ଷକ

ଉଦିତ କୁମାର ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ

ଚାରା ବିକ୍ରୀ କେନ୍ଦ୍ର ଉଦ୍ ଘାଟନ

ହୋଇଯାଇଛି। ଜନସାଧାରଣ ଙ୍କୁ ଚଳିତ ବର୍ଷ ୧ ଲକ୍ଷ ରୁ ଉର୍ଦ୍ଧ୍ବ

ଚାରା ବିକ୍ରୀ ର ଲକ୍ଷ ରଖିଛନ୍ତି।

ଏହା ଦ୍ବାରା ଖଣ୍ଡପଡ଼ାଅଞ୍ଚଳରେ ବୃକ୍ଷ ରୋପଣ କରି ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବାପାଇଁ ବନବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଅଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS