BREAKING
Loading...
:

ଛାତ୍ରୀଙ୍କ_ଅବସ୍ଥା_କାଲି_ପରି_ଆଜି_ଜଟିଳ_ଅଧୀକ୍ଷକ*

 



*ଛାତ୍ରୀଙ୍କ_ଅବସ୍ଥା_କାଲି_ପରି_ଆଜି_ଜଟିଳ_ଅଧୀକ୍ଷକ*

-ବାଲେଶ୍ବର ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି

-ସୂଚନା ଦେଲେ ଭୁବନେଶ୍ବର ଏମ୍ସ ଅଧୀକ୍ଷକ ଦିଲୀପ ପରିଡ଼ା

-୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ

-ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି

-ଉନ୍ନତି ଘଟିଛି ବୋଲି କୁହାଯାଇ ପାରିବ ନାହିଁ

-ଆଜି ଟିକେ ଟେମ୍ପରେଚର ଆସିଥିଲା, ଆଣ୍ଟିବାଓଟିକ୍ସ ଚାଲିଛି

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS