ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣଙ୍କୁ ଗିରଫ କଲା ପୁଲିସ । ଗିରଫଦାରୀ ନେଇ ପ୍ରେସ୍ମିଟ୍ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ । ଗିରଫ ଙ୍କ ମଧ୍ୟରେ ଶିକ୍ଷକ ସଂଘର ସଦସ୍ୟ ଓ ବୋର୍ଡ଼ ର ଡାଟା ଏଣ୍ଟ୍ରି ଅପରେଟର ରହିଛନ୍ତି ବୋଲି ସୂଚନା l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق