BREAKING
Loading...
:

ମଦ ବିକ୍ରି ରେ ଓଡ଼ିଶାରେ ନଂ୧ ବରଗଡ଼ ଜିଲ୍ଲା

 


ମଦ ବିକ୍ରି ରେ ଓଡ଼ିଶାରେ ନଂ୧ ବରଗଡ଼ ଜିଲ୍ଲା। ମଦ ରାଜସ୍ବ ବରଗଡ ଜିଲ୍ଲାରୁ ସର୍ବାଧିକ ଆସୁଛି । ବରଗଡରୁ ସର୍ବାଧିକ ୧୨୪କୋଟି ୯୯ ଲକ୍ଷର ଅବକାରୀ ରାଜସ୍ବ ଆସୁଛି । ବରଗଡ ପଛକୁ ରହିଛି ଗଞ୍ଜାମ । ଏଠାରୁ ୧୦୦ କୋଟି ୯୬ ଲକ୍ଷର ଅବକାରୀ ରାଜସ୍ବ ଆଦାୟ କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS