BREAKING
Loading...
:

କିଛି ମାସ ବ୍ୟବଧାନ ପରେ ପୁଣି ଖସିଲା ସିଲିଂ

 *କିଛି ମାସ ବ୍ୟବଧାନ ପରେ ପୁଣି ଖସିଲା ସିଲିଂ*




ଏମକେସିଜି ମେଡିକାଲ ପିଏମଏସଏସୱାଇ କୋଠାର ୪ର୍ଥ ମହଲାରୁ ସିଲିଂ ଖସିଛି। ଗତ ଦୁଇ ବର୍ଷ ପୂର୍ବେ ବାରମ୍ବାର ସିଲିଂ ଖସିଥିଲ। ଏଥି କିଛି ରୋଗୀ ଆହତ ହୋଇଥିଲେ। ଏହା ପରେ କୋଟି କୋଟି ଟଙ୍କାର ଖର୍ଚ୍ଚରେ ପୁରା କୋଠାର ସିଲିଂ ବଦଳାଇବାକୁ ନିଷ୍ପତି ହୋଇଥିଲା। ନିଷ୍ପତି ଅନୁଯାୟୀ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ପୁଣି ସିଲିଂ ଖସିଛି। ତେବେ କିଛି ମାସ ପୂର୍ବେ ନିର୍ମାଣ ହୋଇଥିବା ସିଲିଂ କିଭଳି ଖସିଲା ତାହା ବଡ଼ ପ୍ରଶ୍ନ ଉଠିଛି।ନିମ୍ନ ମାନର ସିଲିଂ ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଅଳ୍ପ ବର୍ଷରେ ମଧ୍ୟ ସିଲିଂ ଖସୁ ଥିବା ବେଳେ ଆଗକୁ ବର୍ଷ ଦିନ ରହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS