BREAKING
Loading...
:

ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

 ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ।



ଗଜପତି( ମନୋଜ) : - ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୂକୁଲ୍ୟରେ ବୃକ୍ଷ ରୋପଣ କରାଯାଇଥିଲା। “ମାଆ ପାଇଁ ଗଛଟିଏ “ ବିଷୟ ବସ୍ତୁକୁ ଆଧାର କରି ବିଦ୍ୟାଳୟ ପରିସରରେ ସ୍କାଉଟ୍ ଓ ଗାଇଡ୍ ର ଛାତ୍ରଛାତ୍ରୀ ମାନଙ୍କର ସହଯୋଗରେ ଅନେକ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେଶ କୁମାର ପାତ୍ର,ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ପାଢ଼ୀ,ଶିକ୍ଷାବିକାଶ ସମିତିର କାର୍ଯ୍ୟକର୍ତ୍ତା ଶ୍ରୀ ଅରୁଣ କୁମାର ବାଗ,ଶ୍ରୀ ସରୋଜ କୁମାର ପଟ୍ଟନାୟକ, ଶ୍ରୀ ପ୍ରକାଶଚନ୍ଦ୍ର ତ୍ରିପାଠୀ,ଶ୍ରୀ ସଂଗ୍ରାମ ମହାନ୍ତି,ଶ୍ରୀ ମନୋଜ କୁମାର ଦାସ ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀ ଦୁର୍ଗା ପ୍ରସାଦ ସାହୁ,ଶାରୀରିକ ଶିକ୍ଷକ ଶ୍ରୀ ରାଜେଶ କରାଇ ପ୍ରଧାନ ଆଚାର୍ଯ୍ୟା ଶ୍ରୀ ସରୋଜ କୁମାର ପଣ୍ଡା ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS