୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ
କଟକ( ମାନସ କୁମାର ସାହୁ) ବଡମ୍ବା ଗୋପିନାଥପୁର ରୁ ଦାମୀ ଗାଡି ରୁ ୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ।ବିନ୍ଦାଣିମା ଗାଁର ସୁଦର୍ଶନ ବେହେରା ଙ୍କର ପୁଅ ସିତେଶ ବେହେରା ୨୭ ବର୍ଷ । ବୈଦେଶ୍ୱର ରୁ ଟି-ସେତୁ ଦେଇ ବଡମ୍ବା ଖୁଣ୍ଟକଟା କୁ ମଦ ଲୋଡ଼ କରି ଆଣୁଥିଲେ। ଗୋପୀନାଥପୁର ନିକଟରୁ ପୋଲିସ ହାବୁଡ଼ ରେ ପଡିଥିଲେ। ପରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।।
ମଣିଭଦ୍ରା ଖବର,କଟକ
Post a Comment