ବିଜେଡି କର୍ପୋରେଟର ଅମରେଶ ଜେନା (ବାଇଁଆ ଜେନା ) ଗିରଫ। ବାଲେଶ୍ବରର ନୀଳଗିରିରୁ ଗିରଫ କରିଲେ କମିଶନରେଟ ପୋଲିସ।
BJD କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ
୫ ସହଯୋଗୀଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୫ଜଣ ସହଯୋଗ କରିଥିଲେ
୫ ଅଭିଯୁକ୍ତ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment