#ପ୍ରଥମ_ସ୍ତ୍ରୀକୁ_ହତ୍ୟା_କରିଥିଲା_ଦୀପକ !
-କନଷ୍ଟେବଲ୍ ଶୁଭମିତ୍ରା ହତ୍ୟା ଅଭିଯୁକ୍ତ ଦୀପକ ନେଇ ଆଉ ଏକ ଖୁଲାସା
-ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମାମଲାରେ ପୋଲିସର ପର୍ଦ୍ଦାଫାସ
-ଦୁର୍ଘଟଣା ନୁହେଁ ବରଂ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ଦୀପକ
-ଝାରପଡ଼ା ଜେଲରେ ଜେରା ବେଳେ ହତ୍ୟାକୁ ସ୍ବୀକାର କରିଥିବା ସୂଚନା
-ପୋଷ୍ଟମର୍ଟମ୍ ରିପୋର୍ଟ ପୁନଃ ଯାଞ୍ଚରେ ବି ଦୁର୍ଘଟଣା ନୁହେଁ ହତ୍ୟା ସ୍ପଷ୍ଟ
-୨୦୨୨ରେ ଅପର୍ଣ୍ଣାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲା ଦୀପକ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment