BREAKING
Loading...
:

ବର୍ଷା ପବନରେ ଭାଙ୍ଗିଲା ଆଜବେଷ୍ଟସ

 ବର୍ଷା ପବନରେ ଭାଙ୍ଗିଲା ଆଜବେଷ୍ଟସ 



ବ୍ରହ୍ମପୁର (ସୁଭଦ୍ରା ଶୁକ୍ଳା) ଗୋଷାଣୀନୂଆଗାଁ ୨୬ନ. ୱାର୍ଡ ତ୍ରିନାଥ ମନ୍ଦିର ସାହି ବାସିନ୍ଦା ଭଗବାନ ସାହୁ ଙ୍କ ଘର ବର୍ଷା ଯୋଗୁ ଆଜବେଷ୍ଟ ଛାତ ଭୁଶୁଡ଼ି ଯାଇଥିଲା । କର୍ପୋରେଟର ଶ୍ରୀ ଧିରେଶ୍ ସାବତ ଙ୍କୁ ଫୋନ ଜରିଆରେ ଯୋଗାଯୋଗ କରିଥିଲେ । ଧିରେଶ ସାବତ ସେଠାରେ ପହଂଚି ଆର୍ଥିକ ୫,୦୦୦/- ଟଙ୍କା ସହାୟତା କରିଥିଲେ ଓ ପ୍ରଧାନ ମନ୍ତ୍ରୀ ଆଭାସ ଯୋଜନା ରେ ଘର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ମଣିଭଦ୍ରା ଖବର, ବ୍ରହ୍ମପୁର 

Post a Comment

Previous Post Next Post
Header ADS