BREAKING
Loading...
:

ପରଲୋକରେ_କାଣ୍ଟା_ଲଗା_ଗାର୍ଲ୍*

 *ପରଲୋକରେ_କାଣ୍ଟା_ଲଗା_ଗାର୍ଲ୍*



ହୃଦଘାତରେ ଆଖି ବୁଜିଲେ କାଣ୍ଟା ଲଗା ଗାର୍ଲ ଭାବେ ପରିଚିତ ଶେଫାଳି ଜରିୱାଲା। ଅଭିନେତ୍ରୀ ତଥା ଚର୍ଚ୍ଚିତ ମଡେଲ୍ ଶେଫାଳି ଜରିୱାଲାଙ୍କର ମୁମ୍ବାଇରେ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ଉପରୋକ୍ତ ଗୀତଟି ଦର୍ଶକଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS