BREAKING
Loading...
:

ଜନ ଅଭିଯୋଗ ଶୁଣାଣି ଶିବିର

 ଜନ ଅଭିଯୋଗ ଶୁଣାଣି ଶିବିର 

ନୟାଗଡ଼ (ରୀନା ସାହୁ) ହେଉନି ସମସ୍ୟା ସମାଧାନ ଅଭିଯୋଗ ଶୁଣାଣି ନାମକୁ ମାତ୍ର ..ମାଳ ମାଳ ଅଭିଯୋଗ ସମାଧାନ କମ ...ଜନସାଧାରଣ ଦୌଡ଼ି ଦୌଡ଼ି ହେଉଛନ୍ତି ନୟାନ୍ତ... ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବିରିବାଡ଼ି ଗ୍ରାମ ପଞ୍ଚାୟତ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ଠାରେ ଜନଶୁଣାଣୀ ଅଭିଯୋଗ ଆରମ୍ଭ ହୋଇଛି...୧୦୦ ରୁ ଉର୍ଦ୍ଧ୍ବ ଆସିଥିବା ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ପାଳ ଚଞ୍ଚଳ ରାଣା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି... ଅଭିଯୋଗ ଅନୁଯାୟୀ ଲୋକଙ୍କ ସମାଧାନ ହେବ କେବେ ... ରାସନ କାର୍ଡ଼ ,ମଧୁବାବୁ ପେନସନ ଯୋଜନା, ଜମିବାଡ଼ି ସମସ୍ୟା,ଇଲେକ୍ଟ୍ରି ସମସ୍ୟା, ବିଭିନ୍ନ ପ୍ରକାର ସମସ୍ୟା କୁନେ ଚିଲିକା ବ୍ଲକ ବିଡ଼ିଓ ପୁନମ ମହାପାତ୍ର  ଓ ଚିଲିକା ତହସିଲିଦାର କାହ୍ନୁ ଚରଣ ଘଡ଼ାଇ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ନାଁ ସମସ୍ୟା ପଡ଼ି ରହୁଛି ସମୟ କହିବ । ଦୀର୍ଘଦିନ ଧରି ରହିଥିବା ସମସ୍ୟା ଅଭିଯୋଗ କରାଯାଉଛି ହେଲେ ଲୋକଙ୍କ ସମସ୍ୟା ସମାଧାନ ହେଉନଥିବା ଲୋକେ ବିଫଳ ହୋଇ ଫେରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ପାଳ ଚଞ୍ଚଳ ରାଣା ଆଜି କିଛି ଅଭିଯୋଗ ସିଧା ସିଧା ଶୁଣିଥିବା ନେଇ ମତ ପ୍ରକାଶ କରିଛନ୍ତି, ଅଭିଯୋଗ ଶୁଣାନୀରେ ମିଶନ ଶକ୍ତି ପକ୍ଷରୁ ବିଭିନ୍ନ ଷ୍ଟଲ କରାଯାଇଥିବା ଦେଖିବାକୁ ମିଳିଥିଲା ।

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS