BREAKING
Loading...
:

କୋରାପୁଟ ବିକାଶ ମେଳା ରେ ଯୋଗଦେଲେ ପଶୁ ଓ ମତ୍ସ ସଂପଦ ବିକାଶ ମନ୍ତ୍ରୀ

 କୋରାପୁଟ ବିକାଶ ମେଳା ରେ ଯୋଗଦେଲେ ପଶୁ ଓ ମତ୍ସ ସଂପଦ ବିକାଶ ମନ୍ତ୍ରୀ l



କୋରାପୁଟ (ମଣିଭଦ୍ରା ଖବର) 

ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳl ରେ  ରାଜ୍ୟ ପଶୁ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳl ନନ୍ଦ ମଲ୍ଲିକ ଯୋଗଦେଇ କାର୍ଯକ୍ରମ କୁ ଉଦଘାଟନ କରିବା ସହ ରାଜ୍ୟ ସର୍କlର ଙ୍କ ର ଲୋକାଭିମୁଖୀ ଯୋଜନାଗୁଡ଼ିକ ର ଅବତରଣl କରିଥିଲେ l  ରାଜ୍ୟ ସରକାର ଙ୍କ ଏ କୋଇଶି ଗୋଟି ପ୍ରତିଶ୍ରୁତି ମଧ୍ୟରୁ ଅନେକ ଗୁଡ଼ିଏ  ପ୍ରତିଶ୍ରୁତି ରାଜ୍ୟ ସରକାର ପୂରଣ କରିଥିବା ସେ କହିଛନ୍ତି  l ସେହିପରି କେନ୍ଦ୍ର ସରକାର ଙ୍କ ର ଯୋଜନା ଗୁଡ଼ିକ ଉପରେ ବି ସେ କହିବାକୁ ପଛାଇ ନ ଥିଲେ   ଜାମ୍ମୁ କାଶ୍ମୀର ରେ 370ଧାରା ଉଚ୍ଛେଦ ହେଉ ଅବା ନୂତନ ଆଇନ୍ ର ପ୍ରଣୟନ ହେଉ ଅବା ତିନି ତଲlକ୍ଉପରେ ସେ କହିଥିଲେ l ସୁଭଦ୍ରା ଯୋଜନା ର ସଫଳତା ଉପରେ କହିଥିଲେ l ନିଜ ବିଭlଗ ର କାଯ୍ୟାଉପରେ ବି କହିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ଲୋକାଭିମୁଖୀ ସରକାର ବୋଲି କହିଥିଲେ l ପରେ ଆୟୋଜିତ ହେଇଥିବା ବିଭିନ୍ନ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ ଏପରିକି କିଛି  ଏସ ସି ଜି ମହିଳା ଗୋଷ୍ଠୀ ଙ୍କୁ ଆର୍ଥିକଅନୁଦାନ ରାଶି ପ୍ରଦନ କରିଥିଲେ l  କୃଷି ର ବିକାଶ ପାଇଁ ସରକାର 3100ଟଙ୍କାର ଧାନ ଧାଯ୍ୟ ଦlମ୍ ସରକାର ଧାର୍ଯ୍ୟ କରିଥିଲେ ଜିରୋ ତୋଲେରଣ କଥା କହିବାସହ 2036ମସିହା ବେଳକୁ ଓଡ଼ିଶା ଏକ ବିକlଶିତ ରାଜ୍ୟ ହେବ ବୋଲି ସେ କହିଥିଲେ   ଦୁନର୍ତ୍ତି ଖୋର କୁ  ଛଡ଼ା ଯିବନି ବୋଲି ସେ କହିଥିଲେ l କନ୍ୟା ଯୋଜନା କଥା ହେଇ ଅବା ଶିକ୍ଷା କ୍ଷେତ୍ର ରେ ମାଧବ ସିଂ ଯୋଜନା ହେଉ ଅବା କୋଟିଆ ରେ ବିକାଶ ପାଇଁ   କୋଟିଆ କମିଟି ହେଇ ଅବା  ନିଯୁକ୍ତି କ୍ଷେତ୍ର ରେ ବର୍ତମାନ ଶୁଦ୍ଧ 28 ହଜlର ନିଯୁକ୍ତି କଥା   ମୂଖ୍ୟ ମନ୍ତ୍ରୀ କାମଧେନୁ ଯୋଜନା ରେ 2ଲକ୍ଷ 50ହଜାର ଆର୍ଥିକରାଶି ପ୍ରଦାନ ବ୍ୟବସ୍ଥା କଥା ହେଇ ଅବା ରାଜ୍ୟ ସରକାର ଶିଳ୍ପ ର ବିକାଶ ପାଇଁ ଏବେ ସୁଦ୍ଧା 17ଲକ୍ଷ ଏମ ୟୁ କରଯାଇଥିବା ସେ କହିଛନ୍ତି l

ଏହି କାର୍ଯ୍ୟ କ୍ରମ ରେ କୋରାପୁଟ ଜିଲ୍ଲା ପାଳ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ କୋଟପାଡ଼ ବିଧାୟକ ରୂପଭତ୍ରl  କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ଜିଲା ପରିଷଦ ଅଧ୍ୟକ୍ଷl  ସସ୍ମିତା ମେଲେକା  କୋରାପୁଟ ଏସପି ରୋହିତ ବର୍ମା କୋରାପୁଟ ପୌରାଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଓ ସୁନାବେଡା ପୌରାଅଧ୍ୟକ୍ଷ  ଏ ଅବସରରେ ଯୋଗ ଦେଇଥିଲେ l ଜିଲ୍ଲା ର ସମସ୍ତ ବ୍ଲକ୍ ରୁ  ଜନସାଧାରଣ ସାମିଲ ହୋଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS