କୋରାପୁଟ ଅଣ ସଂକ୍ରମିକ ରୋଗ ର ନିରୂପଣ ଶିବିର ଅନୁଷ୍ଠିତ l
କୋରାପୁଟ (ମଣିଭଦ୍ରା ଖବର)
ସ୍ଥାନୀୟ ଡlଙ୍ଗଦେଉଳl ଗ୍ରାମ ଠାରେ ଅରବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୋରାପୁଟ ଓ ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ଗାନ୍ଧୀ ନଗର ର ମିଳିତ ଆୟୋଜନ ରେ ଅନୁଷ୍ଠିତ ହୋଯାଇଅଛି l ଏଥିରେ ସୁଗର ରକ୍ତ ଚାପ କ୍ୟlନସର ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କ ର ଚିକିତ୍ସା ସହ ସାଧାରଣ ରୋଗର ବି ଚିକିତ୍ସା ଡ ସ୍ବସ୍ତି ତୋପ ନରେନ୍ଦ୍ର ଡ କନେଟି ଭଂଶୀ ସାଇ ଓ ଡ ଶ୍ରୀକର କିନ୍ତlଳି ରୋଗୀଙ୍କ ଚିକିତ୍ସା କରିଥିଲେ l ଏହି ଶିବିର ରେ ଆଶା ସ୍ୱାସ୍ଥ୍ୟ କର୍ମୀ ସୁପର ଭାଇଜର ଏଲଟି କମ୍ପlଉଣ୍ଡର ମହିଳା ସ୍ଵlସ୍ଥ୍ୟ କର୍ମୀ ଅଙ୍ଗନ ୱାଡି କର୍ମୀ ଓ ଗାନ୍ଧୀ ନଗର ର ଆୟୁଶ୍ମାନ ମନ୍ଦିରର ସମସ୍ତ ଷ୍ଟlପ ସାମିଲ ହୋଇଥିଲେ l ଏହି ଶିବିର ଆୟୋଜନ କରାଯିବାର ମୂଳ ଉଦ୍ଦେଶ୍ୟ ହେଲା ଗ୍ରାମାlଞ୍ଚଳରେ ରହୁଥିବା ଲୋକ ମେଡ଼ିକାଲ ଯାଇ ନ ପାରିବା ହେତୁ ଏହି ଶିବିର ମlଧ୍ୟ୍ୟମରେ ଉନ୍ନତ ମାନର ସରକାରୀ ଚିକିତ୍ସା ପାଇପାରିବେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment