ଭାରତୀୟ ଜନତା ପାର୍ଟି ର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରସନ୍ନ ପଟ୍ଟନାୟକ ଙ୍କ ବିୟୋଗ
ଭାରତୀୟ ଜନତା ପାର୍ଟି ର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା 1985 ମସିହାରେ କାମାକ୍ଷାନଗର ବିଧାନସଭା କ୍ଷେତ୍ର ରୁ BJP Odisha ର ପ୍ରଥମ ବିଧାୟକ ରାଜନୈତିକ କ୍ଷେତ୍ରରେ କାର୍ଯ୍ୟକର୍ତ୍ତା ଙ୍କ ମାର୍ଗଦର୍ଶକ ଶ୍ରୀ ପ୍ରସନ୍ନ ପଟ୍ଟନାୟକ ଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି।
1964 ମସିହା ର ଐତିହାସିକ ଛାତ୍ର ଆନ୍ଦୋଳନ ରୁ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق