BREAKING
Loading...
:

କ୍ଷୁଦ୍ର ଜଳସେଚନ ବିଭାଗରେ ଯୋଗଦେଲେ ନୂତନ ନିର୍ବାହୀ ଯନ୍ତ୍ରୀ

 କ୍ଷୁଦ୍ର ଜଳସେଚନ ବିଭାଗରେ ଯୋଗଦେଲେ ନୂତନ ନିର୍ବାହୀ ଯନ୍ତ୍ରୀ ----



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ଯାଳୟରେ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ସୋମବାର କାର୍ଯ୍ଯାଳୟରେ ଯୋଗଦେଇ ଦାୟୀତ୍ବ ଗ୍ରହଣ କରିଥିବା ଜଣାଯାଇଛି। ନୂତନ ଅଧିକାରୀଙ୍କୁ କର୍ମଚାରୀମାନେ କାର୍ଯ୍ଯାଳୟ ପରିସରରେ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 


Post a Comment

Previous Post Next Post
Header ADS