BREAKING
Loading...
:

ମଦ ଜବତ,୩ ଗିରଫ

 ମଦ ଜବତ,୩ ଗିରଫ 



ବ୍ରହ୍ମପୁର ,ମାଲେଶ୍ୱର୍ପେଟା ବଡ ବଜାର ରେ ସନ୍ତୋଷ ସାହୁ ନାମକ ଜଣେ ବ୍ୟକ୍ତି duplicate ବିଦେଶୀ ମଦ ତିଆରି କରୁଥିଲେ। ଉକ୍ତ ମଦ ର ପରିମାଣ ୧୦• ୪୪୦ ଲିଟର ଥିଲା। ଠିକ୍ ସେପରି B ଚିରଞ୍ଜିବି ଏବଂ ସନ୍ତୋଷ ସାହୁ ନାମକ ଦୁଇ ବ୍ୟକ୍ତି ପ୍ରେମ ନଗର ମେଇନ ରୋଡ H P  gas ସେଣ୍ଟର୍ ଆଗରେ ୩୦• ୦୬୦ ଲିଟର ର ବିଦେଶୀ ମଦ ଅବକାରୀ ବିଭାଗର ଇନ୍ସପେକ୍ଟର ଶ୍ରୀ ଅର୍ଜୁନ ମଲ୍ଲିକ ଏବଂ ସବ୍ ଇନ୍ସପେକ୍ଟର ସଂଗୀତା ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଜବତ୍ କରାଯାଇଛି।  ତତ୍ ସଙ୍ଗେ ସଙ୍ଗେ hero HF delux motorcycle no OD ୦୭ AN ୦୯୫୪ ଗାଡ଼ି ଟିକୁ ଜବତ୍ କରାଯାଇଛି। ଉକ୍ତ ତିନି ଜଣଙ୍କୁ ଗତ କାଲି କୋର୍ଟ ଚାଲାଣ କରାଯାଇଛି।  ଉଭୟ ଙ୍କ କେସ ନମ୍ବର  - PR no - ୫୧/୨୦୨୫/୨୬,  ୫୨/୨୦୨୫/୨୬ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS