BREAKING
Loading...
:

ଯେଉଁ ରାଜ୍ୟରେ ବିଜେପି ଶାସନ ଆସିଛି, ବିକାଶ ଆସିଛି

 


*👉ଯେଉଁ ରାଜ୍ୟରେ ବିଜେପି ଶାସନ ଆସିଛି, ବିକାଶ ଆସିଛି*

*ଆସାମ ଓ ତ୍ରିପୁରା ରାଜ୍ୟର ଉଦାହରଣ ରଖିଲେ ମୋଦି*

*ବିଜେପି କେବଳ ବିକାଶରେ ହିଁ ବିଶ୍ବାସ କରେ*

*ଓଡ଼ିଶା ଦଶନ୍ଧି ଦଶନ୍ଧି ହେଲା ଗରିବ ସହ ଜୁଝୁଥିଲା*

*ଏହାର ସମାଧାନ ପାଇଁ ବିଜେପି ସରକାର ଜୋର ଲଗାଇଛି*

*ଏଠାରେ ବିକାଶର ଡବଲ ଇଞ୍ଜିନ ଚାଲିଛି ଆଜିର ଶିଳାନ୍ୟାସ ଓ ଉଦ୍‌ଘାଟନ ଡବଲ ଇଞ୍ଜିନର ପ୍ରଭାବ*

*ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ଥିଲେ, ଯୋଡ଼ି ହୋଇଛନ୍ତି*


*👉ଗୁଜରାଟ ସୁରତରେ ବି ଓଡ଼ିଆ ଲୋକେ ସୁବିଧା ପାଇଲେ*

*ଡବଲ ଇଞ୍ଜିନ ସରକାର ଆସିବା ଦ୍ବାରା ଏହା ଦୂର ହୋଇଛି*


*👉ପୂର୍ବରୁ କିଷାନ ସମ୍ମାନ ନିଧି ମିଳୁ ନ ଥିଲା, ଏବେ ମିଳୁଛି*

*କେନ୍ଦ୍ରର କିଛି ଯୋଜନାର ପୂରା ଲାଭ ଓଡ଼ିଶାକୁ ମିଳୁ ନ ଥିଲା*

*ଏବେ ଓଡ଼ିଶାକୁ ଉଭୟର ଫାଇଦା ମିଳୁଛି*

*ପୂର୍ବରୁ ଆଦିବାସୀକୁ ବାରମ୍ବାର ଉପେକ୍ଷା କରାଯାଉଥିଲା*

*ଲମ୍ବା ଶାସନ କରିଥିବା ଦଳ ଆଦିବାସୀଙ୍କୁ କିଛି ଦେଇ ନଥିଲା*


*👉ନକ୍ସଲବାଦ ହିଂସାରେ ଘାଣ୍ଟି ହେଉଥିଲେ ଆଦିବାସୀ*

*ବିଜେପି ସରକାର ଏହା ଦୂର କରିବାରେ ସଫଳ ହୋଇଛି*

*ଆଜି ଆଦିବାସୀ ସମାଜକୁ ନକ୍ସଲବାଦରୁ ମୁକ୍ତି ମିଳି ପାରିଛି*

*ଆଦିବାସୀଙ୍କ ପାଇଁ ପିଏମ୍‌ ଜନମନ ଯୋଜନା ଲାଗୁ କରାଯାଇଛି*

*ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ଏହି ଯୋଜନା ଆରମ୍ଭ କରାଯାଇଛି*


*👉ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଯୋଜନା କରାଯାଇଛି -ପୂର୍ବ ଭାରତ ବିକାଶରେ ଓଡ଼ିଶା ପୂରା ଯୋଡ଼ି ହୋଇ ସାରିଛି*

*-ପାରାଦୀପ, ଚଣ୍ଡିଖୋଲ, ଗୋପାଳପୁର ଓଡ଼ିଶାକୁ ଶିଳ୍ପ ହବ୍‌ କରିଛି*

*-ପେଟ୍ରୋ କେମିକାଲରେ ଓଡ଼ିଶାରେ ଦେଢ଼ ଲକ୍ଷ କୋଟି ନିବେଶ ହୋଇଛି*

*-ଓଡ଼ିଶା ସରକାର ୨୦୩୬ ପାଇଁ ସ୍ବତନ୍ତ୍ର ଯୋଜନା କରିଛି*

*-ମୁଁ ଓଡ଼ିଶା ଭିଜନ ୨୦୩୬କୁ ଭଲ ଭାବେ ଅନୁଧ୍ୟାନ କରିଛି*


*👉ବିକାଶର_ଡବଲ_ଇଞ୍ଜିନ_ଚାଲିଛି’*

*-ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ*

*-ଯେଉଁସବୁ ରାଜ୍ୟରେ ବିଜେପି ଶାସନ ଆସିଛି, ବିକାଶ ଆସିଛି*

*-ଆସାମ ଓ ତ୍ରିପୁରା ରାଜ୍ୟର ଉଦାହରଣ ରଖିଲେ -ବିଜେପି କେବଳ ବିକାଶରେ ହିଁ ବିଶ୍ବାସ କରେ -ଓଡ଼ିଶା ଦଶନ୍ଧି ଦଶନ୍ଧି ହେଲା ଗରିବ ସହ ଜୁଝୁଛି*

*-ଏହାର ସମାଧାନ ପାଇଁ ବିଜେପି ସରକାର ପୂରା ଜୋର ଲଗାଇଛି*

*-ଏଠାରେ ବିକାଶର ଡବଲ ଇଞ୍ଜିନ ଚାଲିଛି*

*-ଆଜିର ଶିଳାନ୍ୟାସ ଓ ଉଦ୍‌ଘାଟନ ଡବଲ ଇଞ୍ଜିନର ପ୍ରଭାବ*

*-ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ଥିଲେ, ଯୋଡ଼ି ହୋଇଛନ୍ତି*

*-ମୋ ରାଜ୍ୟ ଗୁଜରାଟ ସୁରତରେ ବି ଓଡ଼ିଆ ଲୋକେ ସୁବିଧା ପାଇଲେ*

*-ଡବଲ ଇଞ୍ଜିନ ସରକାର ଆସିବା ଦ୍ବାରା ଏହା ଦୂର ହୋଇଛି*

*-ପୂର୍ବରୁ କିଷାନ ସମ୍ମାନ ନିଧି ମିଳୁ ନ ଥିଲା, ଏବେ ମିଳୁଛି*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS