BREAKING
Loading...
:

ଖଣ୍ଡପଡ଼ା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ପଟିଦିଅଁ ଙ୍କୁ ପୂଜା

 ଖଣ୍ଡପଡ଼ା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ପଟିଦିଅଁ ଙ୍କୁ ପୂଜା



ଖଣ୍ତପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ଶ୍ରୀଜଗନ୍ନାଥ ଓ ରଘୁନାଥ ଜୀଉଙ୍କ ମନ୍ଦିର ର ପାର୍ଶ୍ଵ ଦେବତା ରୃପେ ପୂଜା ପାଉଥିବା ତିନି ଠାକୁର ବୁଧବାର ରାତିରୁ ଅଣସର ଗୃହକୁ ଅବସ୍ଥାନ କରିଛନ୍ତି। ବିଗ୍ରହ ଙ୍କ ଅଣସର ନୀତି ଚାଲିଥିବା ସମୟରେ ମନ୍ଦିର ପାର୍ଶ୍ବରେ ପଟିଦିଅଁ ଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିପରି ଖଣ୍ଡପଡ଼ା ର ଆଖପାଖ ଅଞ୍ଚଳ ର ଜଗନ୍ନାଥ ମନ୍ଦିରରେ ମଧ୍ୟ ପଟିଦିଅଁ ଙ୍କୁ ପୂଜା ପାଉଥିବା ଦେଖିବାକୁ ମିଳିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS