BREAKING
Loading...
:

ବ୍ରହ୍ମପୁରରେ ସସ୍‌ ରେଡ୍‌

 *ବ୍ରହ୍ମପୁରରେ ସସ୍‌ ରେଡ୍‌...*



*ବ୍ରହ୍ମପୁର: ସସ୍‌ କମ୍ପାନୀରେ ପୋଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍‌ର ରେଡ୍*

*- ବଡ଼ବଜାର ଥାନା ପିଚିପିଚାରେ ଥିବା କମ୍ପାନୀରେ ରେଡ୍‌, ଜଣେ ଅଟକ*

*- ବିପୁଳ ପରିମାଣର ସସ୍ ଓ ପ୍ରସ୍ତୁତି ସାମଗ୍ରୀ ଜବତ*

*- ଅପମିଶ୍ରଣ ଚାଲିଥିବା ଅଭିଯୋଗରେ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍‌ର ରେଡ୍*

*- ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍‌ ଲଗାଇ ବିକ୍ରି କରାଯାଉଥିବା ଅଭିଯୋଗ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS