ମହୁମାଛି ଆକ୍ରମଣରେ ଯୁବକ ମୃତ l
କୋରାପୁଟ ସକାଳେ କୋରପୁଟ ସହର ରେ ଏକ ଅଘଟଣ ଘଟିଛି ମହୁମାଛି ଆକ୍ରମଣରେ କୋରପୁଟ ସହରରେ ହlଉସିଂବୋର୍ଡ କଲୋନୀ ରେ ରହୁଥିବା ଅଜୁ ଚେଟୀ ନାମକ ବ୍ୟକ୍ତି ବୟସ 36 ଏଲାଇସି କଲୋନୀ ରେ ରହୁଥିବା ନିଜ ଭଉଣୀରେ ଘରୁ ଅ ଟୋ ଆଣିବାକୁ ଯାଉଥିବା ବେଳେ ଡିଆଇଜି ଅଫିସ ନିକଟରେ କିଛି ମହୁମାଛି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକଲରେ ରେ ଭର୍ତ୍ତି କରି ଥିଲେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା l ସୂଚନାଯୋଗ୍ୟ ଗତ କିଛିଦିନ ହେଲା ସହର ରେ ମହୁମାଛି ଆତଙ୍କ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ କୋର୍ଟ ପରିସର ରେ ବି ମହୁମାଛି ଆକ୍ରମଣରେ ଜଣେ ଓକିଲ ଓ ସ୍ଥାନୀୟ ଲୋକେ ଆହତ ହୋଇଥିଲେ l ପ୍ରଶାସନ ପକ୍ଷରୁ ଏହାର ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق