BREAKING
Loading...
:

ସାଇବର_ଲୁଟ୍‌_ରୋକିବ_ଇ-ଜିରୋ_FIR*

 

*ସାଇବର_ଲୁଟ୍‌_ରୋକିବ_ଇ-ଜିରୋ_FIR*

*-ସାଇବର ଅପରାଧ ରୋକିବାକୁ MHAର ବଳିଷ୍ଠ ପଦକ୍ଷେପ*

*-ଇ-ଜିରୋ FIR ବ୍ୟବସ୍ଥା ଆରମ୍ଭ କଲା ଗୃହ ମନ୍ତ୍ରାଳୟ.*

*-ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ*

*-ଦିଲ୍ଲୀରୁ ଇ-ଜିରୋ FIR ବ୍ୟବସ୍ଥାର ପାଇଲଟ ପ୍ରୋଜେକ୍ଟ ଶୁଭାରମ୍ଭ.*

*-ନୂତନ ବ୍ୟବସ୍ଥା NCRP କିମ୍ବା 1930ରେ ଦାଖଲ ସାଇବର ଆର୍ଥିକ...*

*-... ଅପରାଧକୁ ସ୍ୱୟଂଚାଳିତ ଭାବରେ FIRରେ ପରିଣତ କରିବ*

*-ଇ-ଜିରୋ FIR ପାଇଁ ପ୍ରାରମ୍ଭିକ ଭାବେ ୧୦ ଲକ୍ଷ ପର୍ଯ୍ୟନ୍ତ ସୀମା*

*-ନୂତନ ବ୍ୟବସ୍ଥା ସାଇବର ଅପରାଧୀଙ୍କୁ ଧରିବାକୁ ସହଜ କରିବ*

*-ଏହି ନୂତନ ବ୍ୟବସ୍ଥାକୁ ଶୀଘ୍ର ଦେଶରେ ବିସ୍ତାର କରାଯିବ 

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS