ବ୍ରହ୍ମପୁର - ସ୍ପେସାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ସଫଳତା ।
- ୧୨ ଜଣ କୁଖ୍ୟାତ ଅପରାଧି ଗିରଫ ।
- ୬ଟି ପିସ୍ତଲ, ୧୨ ଅଫୁଟା ଗୁଳି, ୫ଟି ଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ ।
- ବଡ଼ବଜାର, ସଦର ଥାନା, ନିମଖଣ୍ଡି ଦିଗପହଣ୍ଡି ଥାନା ଅଞ୍ଚଳରୁ ୧୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
- ଏହି ଅଭିଯୁକ୍ତଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment