*କୁଆପଥର_ମାଡ଼_ବିମାନର_ଜରୁରୀ_ଅବତରଣ*
*-ମଝି ଆକାଶରେ ଇଣ୍ଡିଗୋ ବିମାନରେ କୁଆପଥର ମାଡ଼*
*-କୁଆପଥର ମାଡ଼ରେ ବିମାନ କ୍ଷତିଗ୍ରସ୍ତ, ସମସ୍ତ ଯାତ୍ରୀ ସୁରକ୍ଷିତ*
*-ଶ୍ରୀନଗରରେ ଜରୁରୀ ଅବତରଣ କଲା ବିମାନ*
*-୨୨୭ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଶ୍ରୀନଗର ଯାଉଥିଲା ବିମାନ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment