ଅପରେସନ ରେ ଧରା ପଡ଼ିଲେ ମାଓବାଦୀ l
କୋରାପୁଟ (ମଣିଭଦ୍ରା ଖବର) କେନ୍ଦ୍ର ଓ ରାଜ୍ୟ ସରକାର ମାଓ ପ୍ରବଣ ଅଞ୍ଚଳରେ ମାଓ ବlଦୀ ଙ୍କୁ ପୁରା ନିପlତକହିବାକୁ ଅଣ୍ଟା ଭିଦିଥିବାବେଳେ ଏକ ଘଟଣା କ୍ରମରେ ଜୟପୁର ଏସ ଦିପିଓ ଶ୍ରୀ ପାର୍ଥ କlଶ୍ୟପ ଙ୍କ ର ନେତ୍ୱତ୍ୱ ରେ ଏକ ଟିମ ମାଓ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ବୋପରିଗୁଡ଼l ର ଘ୍ଞ୍ଚ ଅରଣ୍ୟ ମଧ୍ୟରେ କୁମ୍ବି ଅପରେସନ ଜୋରଦାର କରୁଥିବା ବେଳେ ଜଙ୍ଗଲ ମଧ୍ୟରୁ ଛତିଶ ଗଡ଼ ଅଞ୍ଚକ ର ବିଜlପୁର ଜିଲ୍ଲା ର ଉସର୍ ପଞ୍ଚlୟତ ର ଜନlଗୁଡ଼l ଗ୍ରାମ ର ସ୍ଵର୍ଗତ କୁଞ୍ଜମ ଲେକମା ଙ୍କର୍ ପୁଅ କୁଞ୍ଜମ୍ ହେଡମା ଙ୍କୁ ଧରିବାରେ ଜିଲ୍ଲା ପୋଲିସ୍ ଓ ଡି ଭିଏଫ ଟିମ୍ ସଫଳ ହୋଇଥିବl ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଏସ ପି ରୋହିତ ବର୍ମl ପ୍ରକାଶ କରିଛନ୍ତି ନ୍ତି l ତl ନିକଟରୁ ଏକେ ରାଇଫଲ ଗୋଟେ 35ରାଉଣ୍ଡ ଗୋଳି 90ଟି ବିଦ୍ୟୁତ୍ ଦିନୋମେଟର ବନ୍ଧୁକ ପାଉଡରଦୁଇ କେଜି ମାଓ ପୋଷ୍ଟର କିଛି ମାଓ ପୋଷ୍ଟର ଏକ ଟର୍ଚ୍ଚ ଓ ସାମଗ୍ରୀ ଜବତ କରାଯାଇଛି l ସୂଚନାଯୋଗ୍ୟ ହିଡମା ଓରଫ ମୋହନ ମାଓ କ୍ୟାମ୍ପ ରେ ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ l ଜିଲ୍ଲା ର ବିଭିନ୍ନ ମାଓ ଆକ୍ରମଣ ଘଟଣାରେ ସେ ସଂପୃକ୍ତ ଥିବା ସହ ତାଙ୍କ ନାମରେ ଚାରି ଲକ୍ଷ ଟଙ୍କାର ଆର୍ଥିକ ରାଶି ପୁରସ୍କlର ଥିଲା କେବଳ ସେତିକି ନୁହ ଏ ଘଟଣା ରେ ତାଙ୍କର ତିନି ଜଣ ସହଯୋଗୀ ଖସି ପଲେଇବାରେ ସକ୍ଷମ ହୋଇଥିବା ବେଳେ ଏ ଧରାପଡ଼ିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment