BREAKING
Loading...
:

ଦୀର୍ଘ ବର୍ଷ ର ଅନ୍ତଘଟିଲା କୋରପୁଟ ବସ ଷ୍ଟାଣ୍ଡ ର ଉପର ମହଲା ର ପୁରୁଣା କୋଠା ପ୍ରଶାସନ ଭାଙ୍ଗିଲା

 ଦୀର୍ଘ ବର୍ଷ ର ଅନ୍ତଘଟିଲା କୋରପୁଟ ବସ ଷ୍ଟାଣ୍ଡ ର ଉପର ମହଲା ର ପୁରୁଣା କୋଠା ପ୍ରଶାସନ ଭାଙ୍ଗିଲା l



କୋରାପୁଟ (ମଣିଭଦ୍ରା ଖବର) କୋରପୁଟ ଜିଲା ପ୍ରଶାସନ ବସ ଷ୍ଟାଣ୍ଡ ର ଉପର ମହଲାର ପୁରୁଣା କୋଠା ଭlଙ୍ଗିବାର ଆରମ୍ଭ କରିଛି l  ମlଜିଟେଷ୍ଟ ଦାୟିତ୍ଵ ରେ ଥିବା କୋରପୁଟ ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତି ରେ ଏହି ଭାଙ୍ଗିବା କlଯ୍ୟ ଆରମ୍ଭ ହୋଇଛି l ଏପରିକି ଆଜି ବସ ଷ୍ଟାଣ୍ଡ ଭିତରକୁ ଭାଂଗିବା ସମୟ ରେ କୌଣସି ଯାନବାହାନ ଓ ଜନସାଧାରଣଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଭିତରକୁ ଛଡାଯାଇ ନ ଥିଲା ସୂଚନା ଯୋଗ୍ୟ କିଛି ଦିନ ତଳେ ଏହାର ଉପରିଭାଗ ର କିଛି ଅଂଶ ଭାଙ୍ଗିଯିବାର ବିଭିନ୍ନ ଦେଖାଯାଇଥିଲା l  ଆଜିର ଏହି ଭାଙ୍ଗିବା ବେଳେ ପୌର ଅଧିକାରୀ ଜ୍ଞାନଜିତ୍ ତ୍ରିପାଠୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS