ଜଳ ବିହୁନେ ସୃଷ୍ଟି ନାଶ,,,,
ବ୍ରହ୍ମପୁର (ମଣିଭଦ୍ରା ଖବର) ରେଶମ ନଗରୀ ବ୍ରହ୍ମପୁର ସହରର ଜାତୀୟ ରାଜପଥ ଉପରେ ଅବସ୍ଥିତ ନଗର ଚିକତ୍ସାଳୟ , ହୋମିଓପାଥି ମହାବିଦ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମେତ ମୁଖ୍ୟ ରାସ୍ତାରେ ଚାଲୁଥିବା ଦୋକାନ ବଜାର କୁ ବହୁ ଦୂରରୁ ଯାତ୍ରୀ ମାନେ ଚଳପ୍ରଚଳ ହୁଅନ୍ତି। କିନ୍ତୁ ଉକ୍ତ ରାସ୍ତାରେ ପାନୀୟ ଜଳ , ଶୌଚାଳୟ କିମ୍ବା ଯାତ୍ରୀ ବିଶ୍ରାମାଗାର ର ସୁବିଧା ନଥିବାରୁ ସାଧାରଣ ଜନତା ବହୁ କଷ୍ଟର ଶୀକାର ହେଉଛନ୍ତି। କିନ୍ତୁ ପ୍ରଶାସନ ର ଦୃଷ୍ଟି ଗୋଚର ହେଉନଥିବା ଭଳି ମନେ ହେଉଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ପ୍ରଶାସନ ବିହୀତ ପଦକ୍ଷେପ ସ୍ୱରୂପ ଉକ୍ତ ସମସ୍ତ ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق