BREAKING
Loading...
:

କୋରାପୁଟ ଜିଲ୍ଲା ରେ ମେଟ୍ରିକ୍ ପାସ୍ ହାର ଶତକଡ଼ା ୯୨.୮୩ ପ୍ରତିଶତ

 କୋରାପୁଟ ଜିଲ୍ଲା ରେ ମେଟ୍ରିକ୍ ପାସ୍ ହାର ଶତକଡ଼ା ୯୨.୮୩ ପ୍ରତିଶତ

କୋରାପୁଟ/ଓଡ଼ିଶାରେ ଦଶମ ଶ୍ରେଣୀ ର ବୋର୍ଡ ପରୀକ୍ଷା ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି l ଆଉ କୋରପୁଟ ଜିଲାରେ ବି ମେଟ୍ରିକ ର ଫଳl ଫଳ ପ୍ରକାଶିତ ହୋଇଛି l ଜିଲ୍ଲା ରେ ଚଳିତ ବର୍ଷ 16061 ପିଲା ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ 14ହଜାର 7ଶହ 38ଜଣ ପିଲା ପାସ ହୋଇଥିବା ଜିଲ୍ଲା ଶିକ୍ଷlଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l ଏ 1ବିଭାଗ ରେ 12ଜଣ 

ଏ 2ବିଭାଗ ରେ 64ଜଣ 

ବି 1ବିଭାଗ ରେ 178ଜଣ 

ବି 2ବିଭାଗ ରେ 751

ସି ଗ୍ରେଡ ରେ 2937

ଡି ଗ୍ରେଡ ରେ 6356

ଇ ଗ୍ରେଡ ରେ 4440

ଏଫ ଗ୍ରେଡ ରେ 1136ପିଲା ପାସ ହୋଇଥିବା ବେଳେ ଦୁଇ ଜଣ ପିଲା କପି କରି ଧରlଯାଇଥିବା ଜଣାପଡିଛି l

ଜିଲlରେ ପୁଅ ପିଲା ପରୀକ୍ଷାର୍ଥୀ 7416 ଓ ଝିଅ ପିଲା ପରୀକ୍ଷାର୍ଥୀ 7322ପିଲା ଚଳିତ ବର୍ଷ ପରୀକ୍ଷା ଦେଇଥିବା ବେଳେ ଜିଲl ରେ ପାସ୍ ହାର ଶତକଡ଼ା 92, 83ରହିଛି l  ସେହିପରି ଚଳିତ ବର୍ଷ କୋରପୁଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର   ସମୟ ସେଖର ସାହୁ ଓ ଚନ୍ଦନ ପରିଡ଼ା ଉଭୟ ଏ ୱାନ ବିଭାଗ ରେ ଜିଲ୍ଲା ରେ ସ୍ଥାନ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଥିବା ଜଣାପଡିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS