*ଠିକ_ସମୟରେ_ଅଫିସ_
ଆସିବେ କର୍ମଚାରୀ*
*-ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରଙ୍କ ପାଇଁ କଡ଼ା ନିୟମ*
*-ଏଣିକି ଠିକ ସମୟରେ ଅଫିସ ଆସିବେ କର୍ମଚାରୀ*
*-ଅଫିସ୍ ଇନ ଏବଂ ଆଉଟ୍ ସମୟ ରେକର୍ଡ କରିବାକୁ ବାଧ୍ୟ*
*-ସକାଳ ୧୦ଟା ସୁଦ୍ଧା ଅଫିସ ଆସି ୫ଟା ୩୦ରେ ଯିବେ*
*-୪ ଘଣ୍ଟାରୁ କମ୍ ହେଲେ ଗୋଟିଏ ଦିନର ଛୁଟି କାଟି ଦିଆଯିବ*.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment