BREAKING
Loading...
:

୧୮ ବର୍ଷୀୟ ଯୁବକଙ୍କ ରେକର୍ଡ

 ୧୮ ବର୍ଷୀୟ ଯୁବକଙ୍କ ରେକର୍ଡ 



ବ୍ରହ୍ମପୁର ମହାନଗର ୱାର୍ଡ ନମ୍ବର ୨ ଅନ୍ତର୍ଗତ ଲଷ୍ମୀନୃସିଂହ ସାହି ୬ ଲାଇନର ୧୮ ବର୍ଷୀୟ ହର୍ଷବର୍ଦ୍ଧନ ସାହୁ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ଆଇଡବ୍ଲୁଏଲ୍ଏଫ୍ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ବାଳକମାନଙ୍କ ୪୯ କିଲୋଗ୍ରାମ ଯୁବ ବର୍ଗରେ ୨୦୩ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ସହ ୧୧୫  କି.ଗ୍ରା ଭାରଉତ୍ତୋଳନ କରି ସେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS