BREAKING
Loading...
:

ବେଆଇନ ଭାବେ କବାଡିଆ ଜିନିଷ ଚାଲାଣ କରୁଥିବା ଏକ ଟ୍ରକ ଜବତ

 ବେଆଇନ ଭାବେ କବାଡିଆ ଜିନିଷ ଚାଲାଣ କରୁଥିବା ଏକ ଟ୍ରକ ଜବତ


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଞ୍ଚଳ ରେ ବିଭିନ୍ନ ଅଦକାରୀ ସାମଗ୍ରୀ ବୋଝେଇ ହୋଇଥିବା ଏକ ଟ୍ରକ କୁ ଖଣ୍ଡପଡ଼ା ପୋଲିସ ଜବତ କରିଛି। କବାଡି ଦୋକାନ ରେ ବିକ୍ରୀ ନିମନ୍ତେ ଅବକାରୀ ସାମଗ୍ରୀ ନେଇ ଟ୍ରକ୍ ଟି ଯାଉଥିବା ବେଳେ ଖଣ୍ଡପଡ଼ା ପୋଲିସ ତାହା କୁ ଅଟକାଇ ଗାଡି କାଗଜ ପତ୍ର ଯାଞ୍ଚ ସହ ବୋଝେଇ ହୋଇଥିବା କବାଡି ସାମଗ୍ରୀ କୁ ଯାଞ୍ଚ୍ କରିବା ରୁ ଟ୍ରକ୍ ଚାଳକ କୋୖଣସି କାଗଜ ପତ୍ର ଦେଖାଇ ନଥିବାରୁ ପୋଲିସ ପକ୍ଷରୁ ଗାଡି ଟିକୁ ଖଣ୍ଡପଡ଼ା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS