*ଏବେ କୋଭିଡ୍ କେସ୍ ଲହର ନୁହେଁ' -ରାଜ୍ୟରେ କୋଭିଡ୍ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା*
*-‘ଏବେ ଦେଖାଯାଉଥିବା କୋଭିଡ୍ କେସକୁ ଲହର କୁହାଯାଇପାରିବ ନାହିଁ’*
*-‘ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗରେ ପାଲଟିଛି’*
*-‘ମଝିରେ ମଝିରେ କୋଭିଡ୍ ହେଉଛି, କେହି ଗୁରୁତର ହେଉନାହାନ୍ତି’*
*-‘ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ’*
*-‘ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା, କୋଭିଡ୍ ନୁହେଁ’*
*-‘ଭାରିଆଣ୍ଟ ଜାଣିବାକୁ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି’*
*-‘କୋଭିଡ୍ ଲାଗି ରାଜ୍ୟ ସରକାର ପ୍ରସ୍ତୁତ, ଭୟଭୀତ ହୁଅନ୍ତୁ ନାହିଁ’
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق