BREAKING
Loading...
:

ପୁଣି ପିପିଲି, ପୁଣି ଦୁଷ୍କର୍ମ ମାମଲା; ବ୍ୟାଣ୍ଡ ଦେବାକୁ କହି ଲୁଟିନେଲା ଇଜ୍ଜତ

 *ପୁଣି ପିପିଲି, ପୁଣି ଦୁଷ୍କର୍ମ ମାମଲା; ବ୍ୟାଣ୍ଡ ଦେବାକୁ କହି ଲୁଟିନେଲା ଇଜ୍ଜତ*


*ଦୀର୍ଘବର୍ଷ ତଳେ ବେବିନା ଗଣଦୁଷ୍କର୍ମକୁ ନେଇ ଚର୍ଚ୍ଚାକୁ ଆସିଥିଲା ପିପିଲି । ଏହା ଭିତରେ ଅନେକ ନାବାଳିକା ଦୁଷ୍କର୍ମର ଶିକାର ହେଲେଣି । ଥାନାରେ ଅଭିଯୋଗର ଲମ୍ବା ଫର୍ଦ୍ଦ । ଆଜି କିନ୍ତୁ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଛାତି ଥରାଇ ଦେଇଛି । ନାବାଳିକା ସୁରକ୍ଷା ପ୍ରସଙ୍ଗ ହୋଇଥିଲାବେଳେ ପ୍ରଶ୍ନ ଉଠିଛି, ଆଉ କେତେ ବଦନାମ ମୁଣ୍ଡାଇବ ପିପିଲି?

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS