#ଓୟୋ_ଯାଇ_ପ୍ରାଣ_ଗଲା #ପୁରୁଷ_ବନ୍ଧୁକୁ_ଜେରା
-ଭୁବନେଶ୍ବର: ଓୟୋ ତଳୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ଘଟଣା
-ଖଣ୍ଡଗିରି ଜାଗମରା ପଞ୍ଚଶଖା ନଗରରୁ ମିଳିବା ପରେ ତନାଘନା
-ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମା’
-ଓୟୋ ଛାତରୁ ଠେଲି ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ କଲେ
-ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ସିସିଟିଭି ଜବତ କଲା ପୋଲିସ
-ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment